ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ପୁରୁଣା ଭୁବନେଶ୍ୱ: ଆଜିଠାରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ପବିତ୍ର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ୩ ବର୍ଷ ଧରି ସେବାୟତ ବିବାଦକୁ ନେଇ ବନ୍ଦ ରହିଥିବା ଏହି ପରମ୍ପରା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ଦେବତ୍ତୋର କମିସନଙ୍କ ରାୟ ପରେ ଏହି ନିଆରା ପରମ୍ପରାକୁ ପାଳନ କରାଯିବା ପାଇଁ ଉଦ୍ୟମ ହେଉଛି। ଶୃଙ୍ଖଳାର ସହ ମାଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତ କିଭଳି ନୀତି … Continue reading ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା